ଡାକ୍ତର ସୁରେଶ ନାୟକଙ୍କ ସ୍ମୃତିସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଯୁବ ଡାକ୍ତର ସୁରେଶ ନାୟକଙ୍କ ଦ୍ୱାଦଶାହ ଅବସରରେ ଏକ ସ୍ମୃତିସଭା ତାଙ୍କ ଗୋପସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିସଭାରେ ପଣ୍ଡିତ ହୃଷିକେଶ ରଥ, ସଦର ଥାନା ଅଧିକାରୀ ସରୋଜକାନ୍ତ ସାହୁ, ପ୍ରାଧ୍ୟାପକ ଦିଲ୍ଲିପ ମିଶ୍ର, ଅଧ୍ୟାପକ ସୁକାନ୍ତ କୁମାର ଜେନା, ବିଜେଡି ସାଧାରଣ ସମ୍ପାଦକ ରଞ୍ଜିତ କୁମାର ସାହୁ, ସାମ୍ବାଦିକ ପରେଶ ଦାସ, ଶୁଭ୍ରାଂଶୁ କୁମାର ଜେନା, ପ୍ରତାପ ନାୟକ, ଉମେଶ ନାୟକ, ଫକିର ଚରଣ ଓଝା, ଦେବଦାସ ଜେନା, ଦେବପ୍ରିୟ ଜେନା, ତ୍ରୈଲୋକ୍ୟ ମହାନ୍ତି, ଅନ୍ନପୂର୍ଣ୍ଣା ନାୟକ, ସମାଜସେବୀ ନିରଞ୍ଜନ ପରିଡା ପ୍ରମୁଖ ବହୁ ବିଶିଷ୍ଟବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ଡା. ନାୟକଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ