ଖୋର୍ଦ୍ଧା ରାଜ୍ୟ ପ୍ରୟାସ ପକ୍ଷରୁ ଶୀତବସ୍ତ୍ର ବଂଟନ 03/01/2024 YWPSENU8 0 Comments ପ୍ରୟାସ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମାଜିକ ଅନୁଷ୍ଠାନ ପ୍ରୟାସ ପକ୍ଷରୁ ବରମୁଣ୍ଡା ଠାରେ ଅସହାୟ, ଅଭାବି ବ୍ୟକ୍ତିବିଶେଷଙ୍କୁ ଶୀତବସ୍ତ୍ର ବଂଟନ କରାଯାଇଥିଲା । ଏଥିରେ ପ୍ରାୟ ୩୦ ଜଣରୁ ଅଧିକ ଅସହାୟଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିଲା ବୋଲି ସମାଜସେବୀ ନାରାୟଣ ଖୁଂଟିଆ ଜଣାଇଛନ୍ତି । Spread the love