ଅବସର ପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ବନ୍ଧୁମିଳନ

ବାଲେଶ୍ୱର, (ସରୋଜ ପଣ୍ଡା) : ଅବସର ପ୍ରାପ୍ତ ରାଜ୍ୟ ଅବସର ପାପ୍ତ କର୍ମଚାରୀ ସଂଘର ମାସିକ ବୈଠକ ବନ୍ଧୁମିଳନ ଉତ୍ସବ ସଂଘର ସଭାଗୃହରେ ତା ୧୩-୦୧-୨୪ରିଖ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ସଂଘର ଉକ୍ତ ଉତ୍ସବ କାର୍ଯ୍ୟକ୍ରମରେ ସଭାପତି ଇଂ ବନମାଳୀ ନାୟକ ସଭାପତିତ୍ୱ କରିଥିଲେ । ଅବସର ପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘର ବହୁ ସଦସ୍ୟଙ୍କ ସହିତ ସହାୟକର କର୍ମକର୍ତ୍ତାବୃନ୍ଦ ଓ କେତେଜଣ ସଦସ୍ୟ ଉପସ୍ଥିତ ଥିଲେ । ସର୍ବପ୍ରଥମେ ସଂଘର ସମ୍ପାଦକୀୟ ଶ୍ରୀ ବସନ୍ତ ନାୟକ ବିବରଣୀ ପାଠ କରିଥିଲେ । ଅର୍ଥ ସମ୍ପାଦକ ଶ୍ରୀ ଦାମୋଦର ନାୟକ ଅର୍ଥ ସମ୍ବନ୍ଧୀୟ ବିବରଣୀ ପ୍ରଦାନ ପରେ ଦୃଢ଼ୀଭୂତ ହୋଇଥିଲା । ପରିଶେଷରେ ଯୁଗ୍ମ ସମ୍ପାଦକ ସୁଦର୍ଶନ ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ । ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ, ଧୂପ, ଦୀପ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଂଘର ପ୍ରାକ୍ତନ ସଭାପତି ଧୀରେନ୍ଦ୍ର ନାରାୟଣ ଦାସ, ଉପସଭାପତି ପୁଷ୍ପଲତା ମହାନ୍ତି, ସଂଗଠନ ସମ୍ପାଦକ ସୁଜିତ କୁମାର ଜେନା ଉପସ୍ତିତ ହୋଇଥିଲେ । ଡ. ରମାକାନ୍ତ ବେହେରା, ଡ. କ୍ଷୀତିଶ୍ୱର ଦାଶ, ପୂର୍ଣ୍ଣଚନ୍ଦ୍ର ଓଝା, ଜ୍ୟୋତିଷ ଚନ୍ଦ୍ର କର, ନବକିଶୋର ଦାସ, ଶିଶିର କୁମାର ରଥ, କୁମୁଦ ରଞ୍ଜନ ଗିରି, ଯୋଗେନ୍ଦ୍ର ନାଥ ସିଂ, ପ୍ରପୁଲ୍ଲ କୁମାର ଦାସ, ଶୋଭନା ମିଶ୍ର, ଅକ୍ଷୟ କୁମାର ତ୍ରିପାଠୀ, ଜଳଧର ପଣ୍ଡା, ପ୍ରଭାତୀ ସେଠୀ, ଜ୍ଞାନେନ୍ଦ୍ର ନାଥ ସାହୁ, ଅରୁଣା ରାୟ, ବାସନ୍ତୀ ପାଣି, ପଦ୍ମଲୋଚନ ଦତ୍ତ, ନିରଞ୍ଜନ ପରିଡ଼ା, ରମେଶ ଚନ୍ଦ୍ର ଜେନା ବକ୍ତବ୍ୟ ରଖିଥିଲେ । ଉକ୍ତ ଦିବସରେ ଡ. ହିରଣ୍ମୟ ମହାନ୍ତି, ଲଲାଟେନ୍ଦୁ ମହାନ୍ତି, ଡ. ପ୍ରଭାକର ରଥ, ଡ. ଜନାର୍ଦ୍ଦନ ବେହେରା, ଡ. କବିତା ପାତ୍ର, ପ୍ରହ୍ଲାଦ ଚରଣ ବେହେରାଙ୍କୁ ସ୍ୱାଗତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଇଂ ଡ. ହୃଷିକେଶ ସାହୁ, ସାବିତ୍ରୀ ଦାସ, ଗୁଣାକର ଦେ, ବାସନ୍ତୀ କର, ଭବେଶ ଚନ୍ଦ୍ର ପଣ୍ଡା, ଶେଖ ଆଲ୍ଲାଉଦ୍ଦିନ, ଚିତ୍ତରଞ୍ଜନ ଜେନା, ବେଣୁଧର ପାଳ, ଅଜିତ୍ କୁମାର ସରକାର, ରବୀନ୍ଦ୍ର କୁମାର ମହାନ୍ତି, ମୀନା ସେଠୀ, ପ୍ରଣିତା ମିଶ୍ର, ପ୍ରଭାତୀ ଦାସ, ରବୀନ୍ଦ୍ର ପାଣି, ପ୍ରଣବ କୁମାର ଦାସ, କୈଳାସ ଚନ୍ଦ୍ର ସାହୁ, ଉମେଶ ଗୋଚ୍ଛାୟତ, ରାମଚନ୍ଦ୍ର ସେଠୀ, ଶରଣ ବିଶ୍ୱାଳ, ବାସନ୍ତୀ ମାସନ୍ତ, ରୀତା ରାୟ, ଜ୍ୟୋତ୍ସ୍ନା ରାୟ, ସଞ୍ଜିତ କୁମାର ଦେ, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ଲୋକନାଥ ଆଚାର୍ଯ୍ୟ, ରବିନାରାୟଣ ବେହେରା, ହିମାଂଶୁ ଶେଖର ଦାସ, ପ୍ରତିମା ପଣ୍ଡା, ସାବିତ୍ରୀ ଜେନା, ସୀତାରାମ ପ୍ରଧାନ, ଭାଗୀରଥୀ ମହାନ୍ତି, ବେଣୁଧର ସାହୁ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ