ପାକିସ୍ତାନ : ଅସ୍ତ୍ରବିରତି ଉଲ୍ଲଘଂନ

ପୁଲୱାମା ଆକ୍ରମଣ ର ଘଟଣା ଦେଶବାସୀଙ୍କ ମନରୁ ପାସୋରିନଥିବା ବେଳେ ପାକିସ୍ତାନ ସେନା ବାରମ୍ଭାର ଭାରତ ସୀମାରେ ଆକ୍ରମଣ କରିବା ପାଇଁ ପ୍ରୟାସ କରୁଛି । ଭାରତରେ ହମଲା କରିବା ପାଇଁ ବି ଗୋଟିଏ ପରେ ଗୋଟିଏ ପ୍ରୟାସ ଜାରୀ ରଖିଛି । ଭାରତୀୟ ସେନାର ମୁହଁତୋଡ ଜବାବରେ ପାକିସ୍ତାନୀ ସେନା ହମଲା କରିବାରେ ବିଫଳ ହୋଇଯାଉଛି ।କିନ୍ତୁ ପାକିସ୍ତାନ ସୁଦ୍ଧୁରିବା ତ ଦୁରର କଥା ବାରମ୍ଭାର ଭାରତ ସୀମା ଉପରେ କେତେ ବେଳେ ମୋର୍ଟାର ମାଡ କରୁଛି ତ କେତେ ବେଳେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ।ପାକିସ୍ଥାନର ଆକ୍ରମଣରେ ଭାରତୀୟ ଧନ ଜୀବନ କ୍ଷତି ହେଉଛି । ପାକିସ୍ତାନ ସେନା ପୁଣୀ ଥରେ ମଙ୍ଗଳବାର ଦିନ ସାଢେ ୧୧ ଟା ସମୟରେ ରାଜ÷ର ଜିଲ୍ଲାର ନୈାସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଘଂନ କରିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଗଳୁବର୍ଷଣ ଜାରୀ ରହିି ଛି ।ପାକିସ୍ତାନ ଗୁଳିରେ ଜଣେ ବିଏସସଏଫଫର ଜଣେ ଇନିସେପେକ୍ଟର ଶହିଦ ହୋଇଥିବା ବେଳେ ଜଣେ ନାବାଳିକା ମୃତୁବରଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ