ରାଜନୀତି ନାମାଙ୍କନ ଭରିଲେ ପ୍ରକାଶ ମିଶ୍ର 03/04/201903/04/2019 admin 0 Comments ନାମାଙ୍କନ ଭରିଲେ ପ୍ରକାଶ ମିଶ୍ର କଟକ ଲୋକସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର ଭରିଛନ୍ତି ପୁର୍ୱତନ ପୋଲିସ ମହାନିର୍ଦ୍ଦେଶକ ତଥା ବରିଷ୍ଠ ନେତା ପ୍ରକାଶ ମିଶ୍ର । ବିଜେପି କର୍ମକର୍ତ୍ତାଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ଆସି ପାର୍ଥୀ ପତ୍ର ଭରିଛନ୍ତି । Spread the love