କାମ ଆୟୁର୍ବେଦ ପକ୍ଷରୁ ଓଡ଼ିଶାରେ ପ୍ରଥମ ଷ୍ଟୋର ଶୁଭାରମ୍ଭର ଘୋଷଣା
ଭୁନେଶ୍ୱର : କାମ ଆୟୁର୍ବେଦ ୨୦୦୨ ମସିହାରେ ବିବେକ ସାହାଣୀ, ଦାଭେ ଚାଙ୍ଗ, ରାଜଶ୍ରୀ ପାଠୀ ଏବଂ ବିକ୍ରମ ଗୋୟେଲ ଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ପ୍ରତିଷ୍ଠାନ ଦ୍ୱାରା ଘୋଷିତ ବିଭିନ୍ନ ପ୍ରକାର ପଦାର୍ଥ ଆୟୁର୍ବେଦର ପୁରାତନ ଭାରତୀୟ ଆୟୁ ବିଜ୍ଞାନରୁ ଆସିଅଛି ଯାହାକି କେବଳ ରୋଗର ଲକ୍ଷଣ ନ ହୋଇ ପୁରା ବ୍ୟକ୍ତିଙ୍କ ସୁସ୍ଥ ଅବସ୍ଥାକୁ ଶାରୀରିକ, ଭାବାବେଗତା, ଧାର୍ମିକ ତଥା ମାନସିକ ସ୍ଥିତିର ଏକତ୍ୱ ଉପରେ ଆଧାରିତ । ଏହାର ଦର୍ଶନ ତଥା ସାମଗ୍ରୀ ଘରୋଇ ତଥା ଆନ୍ତର୍ଜାତୀୟ ବଜାରରେ କାନକୁହା କଥା ତଥା ଆନୁଗତ୍ୟ ଉପରେ ବିଜୟ ଲାଭ କରିଛି ।
ବର୍ତମାନ ପରିଚାଳିତ ୫୨ଟି ସ୍ଥିତି – ଯାହା ଏକୁଟିଆ ତଥା ଦୋକାନକୁ -କୋକାନ ଖୁଚୁରା ସାଜକୁ ନେଇ ଭାରତରେ ପ୍ରତ୍ୟେକ କୋଣ ଅନୁକୋଣରେ ଏହି ବ୍ରାଣ୍ଡ ସହିତ ଏକ ସୁଦୃଢ଼ ଅନ୍ଲାଇନର ଉପସ୍ଥିତିକୁ ସୁନ୍ଦର ଭାବରେ ଅବସ୍ଥାପିତ କରିପାରିଛି । କାମ ଆୟୁର୍ବେଦର ବିଶ୍ୱସନୀୟତାକୁ ନେଇ ଆୟୁବୈଦିୟ, ଚେରମୂଳୀ ତଥା ନିଜସ୍ୱ ସୌନ୍ଦର୍ଯ୍ୟ ସାଧନର ସମ୍ଭାରକୁ ଏହା ଏକ ବିରାଟ ଗୋଷ୍ଠୀଙ୍କ ପାଖରେ ପହଂଚାଇବାର ପ୍ରୟାସ କରିଛି ତଥା ଏହି ବ୍ରାଣ୍ଡର ପୋଷଣୀୟତା ଓ ବ୍ୟବସାୟିକ ଦାୟିତ୍ୱର ପ୍ରତିଶ୍ରୁତିବଦ୍ଧତାକୁ ମଧ୍ୟ ବଜାୟ ରଖିଛି । ଏଥିରେ ଭରି ରହିଥିବା ସାମଗ୍ରୀକ ଶୁଦ୍ଧତା ତଥା ଆୟୁବୈଦିୟ ପ୍ରସ୍ତୁତି ପ୍ରଣାଳୀର ସାମର୍ଥ୍ୟତା ଉପରେ ଅଧିକ ଆକର୍ଷଣୀୟକୁ ଗୁରୁତ୍ୱ ଦେବା ସହିତ ଅତି ଉଚ୍ଚମାନର ଗୁଣବତା ତଥା ମନୋଲୋଭା ସାମଗ୍ରୀର ବିଶୁଦ୍ଧତା, ସନ୍ତୁଳିତ, ବିଭିନ୍ନ ଶ୍ରେଣୀୟ ଫଳପ୍ରଦରେ ଗୁଣଗୁଡ଼ିକ ଲାଗି କରି ରହିଛି । ଶୁଦ୍ଧ, ପ୍ରାକୃତିକ ତଥା ଜୈବ ଉତ୍ପାଦନରେ ପ୍ରସ୍ତୁତ ଏକ ପୁରସ୍କାର ବିଜେତା ଏହି ପ୍ରିମିୟମ ସମ୍ଭାର ଶତପ୍ରତିଶତ ଶାକାହାରୀ ଏବଂ ବହୁ ପରିମାଣରେ ଶାକାହାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ । ଆରମ୍ଭ ହେବା ଦିନଠାରୁ ଏହାର ଅତି ଉଚ୍ଚ ଗୁଣବର୍ତା, ପ୍ରଭାବଶାଳୀ ଏବଂ ସୁଗନ୍ଧିତ ପ୍ୟାକେଜ ସାମଗ୍ରୀ, ଅନେକ ପ୍ରଶଂସାକୁ ସାଉଁଟି ପାରିଛି ଯାହା ମଧ୍ୟରେ ରହିଛି ୨୦୧୮ରେ “ଭୋଗେ” ଦ୍ୱାରା ପ୍ରଦାନ କରାଯାଇଥିବା “ବେଷ୍ଟ ହୋମଗ୍ରୋନ୍ ବ୍ରାଣ୍ଡ”ରେ ପୁରସ୍କୃତ ସହିତ । ଏଭଳି ଏକ ସୁନ୍ଦର ମୁହୂର୍ତରେ ନିଜର ମତ ରଖି ପ୍ରତିଷ୍ଠାତା ଏବଂ ମୁଖ୍ୟ ପରିଚାଳକ ବିବେକ ସାହାଣୀ କହିଲେ, “ଓଡ଼ିଶାରେ ଆମେ ପାଦ ରଖିବା ସହିତ ଆମ ସାମଗ୍ର୍ରୀର ପ୍ରାକୃତିକତା, ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟର ନିରାକରଣ ସେହି ସାଂସ୍କୃତିକ ପରମ୍ପରାକୁ ଉପସ୍ଥାପିତ କରିପାରିଥିବାରୁ ଆମେମାନେ ବାସ୍ତବରେ ନିଜକୁ ତୃପ୍ତ ଆନନ୍ଦ ମନେ କରୁଛୁ । ଓଡ଼ିଶା ସୂଚନାପ୍ରଯୁକ୍ତି ଏବଂ ଶିକ୍ଷାକ୍ଷେତ୍ରରେ ଏକ ଦ୍ରୁତ ପ୍ରଗତିଶୀଳ କେନ୍ଦ୍ରବିନ୍ଦୁ ହେବା ସହିତ ଗୋଟିଏ ବିଶାଳ ଯୁବବର୍ଗ ଯେଉଁମାନେ କି ଅଧୁନା ଗତିବିଧି ତଥା ବ୍ୟବହୃତ ସାମଗ୍ରୀକୁ ନେଇ ସବୁବେଳେ ସଚେତନ, ସେମାନଙ୍କୁ ସାମିଲ କରିପାରିଛି । ଆମର ଦୃଢ଼ ବିଶ୍ୱାସ ଭୁବନେଶ୍ୱରର ପ୍ରିୟ ଗ୍ରାହକଙ୍କ ପାଖରେ ଆମର ଉତ୍ପାଦନର ବିଶ୍ୱସନୀୟତା ତଥା ଶୁଦ୍ଧତା ଆଦୃତ ଲାଭ କରିପାରିବ । କୁମକୁମାଦୀ ଭଳି ଆଶ୍ଚର୍ଯ୍ୟଜନକ ସୌନ୍ଦର୍ଯ୍ୟ ସାଧନକାରୀ ତରଳ ପଦାର୍ଥ, କେଶର ଟିକିନିଖି ଚିକିତ୍ସା ପାଇଁ ବ୍ରିଙ୍ଗାଦି, ଶୁଦ୍ଧ ଗୋଲାପି ଜଳ ତଥା ନବଯୌବନ ପ୍ରଦାନକାରୀ ଆୟୁବୈଦିୟ ରାତ୍ରି ବ୍ୟବହୃତ କ୍ରିମ ଭଳି ଆମର ଅଧିକ ବିକ୍ରୟ ହେଉଥିବା ବିଶେଷ ଧରଣର ସାମଗ୍ରୀକୁ କିଣିବା ସମୟରେ ଓଡ଼ିଶାର ପୃଷ୍ଠପୋଷକମାନେ ଏବେ ଆମ ବ୍ରାଣ୍ଡର ଉଷ୍ଣ ତଥା ମନୋଲୋଭା ସେବାର ଅଭିଜ୍ଞତା ପାଇପାରିବେ ।


