ପ୍ରଥମ ପର୍ଯ୍ୟାୟ ରେ ଭୋଟ ଦେବେ ୬୦ ଲକ୍ଷରୁ ଅଧିକ ଭୋଟର

ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ କଳାହାଣ୍ଟି ,ନବରଙ୍ଗପୁର, ବ୍ରହ୍ମପୁର,କୋରାପୁଟ ଏହି ୪ ଟି ଲୋକସଭା ସହ ୨୮ ଟ ିବିଧାନସଭା ମତାମତ ଅନୁଷ୍ଠିତ ହେବ । ନିର୍ବାଚନ କମିସନରଙ୍କ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୬୦ ଲକ୍ଷରୁ ଉଦ୍ଧ୍ୱର୍ ଭୋଟର ନିଜର ଭୋଟ ପ୍ରଦାନ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ