ସୁନ୍ଦରଗଡ ରେ ପ୍ରଧାମ ମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜି ଓଡିଶା ଗ୍ରସ୍ତ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସୁନ୍ଦରଗଡ ରେ ଆୟୋଜିତ ବିଜେପି ର ନିର୍ବ÷÷ଚନ ସଭା ରେ ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ମୋଦି । ନିଜ ଭାଷଣ ଆରମ୍ଭ ରୁ ସେ କହିଲେ ପ୍ରଧାନ ମନ୍ତ୍ରୀ ଭାବରେ ନୁହେଁ ପ୍ରଧାନ ସେବକ ଭାବେ ସୁନ୍ଦର ଗଡ ଆସିଥିବାରୁ ପ୍ରବଳ ଜନ ସମାଗମ ସୂଚାଇ ଦେଉଛି ଯେ ଓଡିଶା ରେ ପରିବର୍ତ୍ତ ନ ନିଶ୍ଟିନ୍ତ ହେବ । ସୁନ୍ଦରଗଡ ର ଜନ ସମୁଦ୍ର ଦେଖି ମୁଁ ଅଭିଭୂତ । ପ୍ରଧାନ ସେବକ ତାର ମାଲିକ ଠାରୁ ଆର୍ଶିବାଦ ନେବାକୁ ଆସିଛି ସୁନ୍ଦରଗଡ ମାଟିକୁ । ଭାରତୀୟ ଜନତା ପାର୍ଟି କର୍ମ କର୍ତ୍ତା ଙ୍କ ଟଙ୍କା ରେ ନୁହେଁ ପ୍ରତି ଟି କର୍ମ କତ୍ତ୪ା ଙ୍କ ଝାଳ ବୁହା ରେ ତିଆର ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ