ବିଜୟ ସଂକଲ୍ପ ସମାବେଶ ରେ ଯୋଗ ଦେବା ପାଇଁ ଆଜି ଓଡିଶା ଆସୁଛନ୍ତି ଉତ୍ତରପ୍ରଦେଶ ର ମୁଖ୍ୟମନ୍ତ୍ରୀ ତଥା ବିଜେପି ର ଫାୟାର ବ୍ରାଣ୍ଡ ନେତା ଯୋଗୀ ଆଦିତ୍ୟ ନାଥ । ଯୋଗୀ ମଧାହ୍ନ ୧୨ ଟା ରେ କନ୍ଧମାଳ ର ଫୁଲବାଣୀ ଠାରେ ସାଧାରଣ ସଭା ରେ ଯୋଗ ଦେବା ,ପରେ ଅପରାହ୍ନ ୩ ଟା ରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଠାରେ ଆୟୋଜିତ ଜନ ସଭା କୁ ସମ୍ଭୋଦିତ କରିବେ ।