ଇମାମବାଡା ହେଲପ ଡେସ୍କ ପକ୍ଷରୁ ଗରୀବ ଲୋକଙ୍କୁ କମ୍ବଳ ବଂଟନ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଇମାମବାଡା ହେଲପ ଡେସ୍କ ପକ୍ଷରୁ ନବ ବର୍ଷ ଅବସରରେ ପୈାରାଚଂଳର ୧୪,୧୫ ଓ ୧୮ନମ୍ବର ୱାର୍ଡର ଗରୀବ ଲୋକମାନଙ୍କୁ କମ୍ବଳ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସେକ ସାବିର ହୋସେନ ପରିଚାଳନା କରିଥିବା ବେଳେ କଲିମ ଖାଁ,ନଜିମ ଖାଁ,ସାରୁଖ ଖାଁ,ସେକ ତାଲିବ,ଓସିମ ଖାଁ,ଗୁଡନ ଖାଁ,ଅକରମ ଖାଁ,ଗୟାସ ଉଦ୍ଦିନ,ସେକ ସାହିଲ,ସେକ ଜନି ପ୍ରମୁଖ ଉପସ୍ଥିତ ଥିଲେ ।