ଆରମ୍ଭ ହେଲା ଗଙ୍ଗାସାଗର ମେଳା

ପଶ୍ଚିମବଙ୍ଗ- ଆରମ୍ଭ ହୋଇଛି ପଶ୍ଚିମବଙ୍ଗର ପ୍ରସିଦ୍ଧ ଗଙ୍ଗାସାଗର ମେଳା । ଆସନ୍ତାକାଲି ଓ ୧୫ ତାରିଖ ଦିନ ପୂଣ୍ୟସ୍ନାନ ଯୋଗ ରହିଛି । ଏଥିପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗଙ୍ଗାସାଗର ମେଳା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁମାନଙ୍କ ସମାଗମ ଆରମ୍ଭ ହୋଇଛି। ନାଗା ସନ୍ୟାସୀଙ୍କ ଆଗମନକୁ କେନ୍ଦ୍ର କରି ବିଶେଷ ବ୍ୟବସ୍ଥା କରାଯାଇଛି । ଏହା ସହିତ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟାବସ୍ଥା ଗ୍ରହଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ