ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…
ମେଷ – ସମୟ ଆପଣଙ୍କ ସପକ୍ଷରେ ଯିବ ଆଗକୁ ବଢିଚାଲନ୍ତୁ, ଜାଗାବାଡ଼ି ବ୍ୟବସ୍ୟାକୁ ନେଇ ଶୁଭଫଳ ମିଳିବ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦ୍ଦମାର ସମାଧାନ ହେବ, ବ୍ୟବସାୟରେ ଲାଭ ମିଳିବ, ମାତ୍ର କାମ ଗୁୃଡିକ ବିଳମ୍ବରେ କିମ୍ବା ବାଧାବିଘ୍ନ ମଧ୍ୟରେ ହେବ ।
ବୃଷ – ପ୍ରତି ପରିସ୍ଥିତି ଆପଣଙ୍କ ବିପକ୍ଷରେ ଯିବ, କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ, ତଥାପି ଡାକ୍ତର ଓ ଓøଷଧ ସମ୍ବନ୍ଧିୟ ବ୍ୟବସାୟୀ ମାନେ ଶୁଭଫଳ ଅନୁଭବ କରିବେ ।
ମିଥୁନ – ଆଜି ଦିନଟି ବିଭିନ୍ନ କ୍ଷେତ୍ରରୁ ସୁଖବର ମିଳିବ, ଭାଇଭଉଣିମାନଙ୍କର ସମ୍ପୁଣ୍ଣ ସହଯୋଗ ମିଳିବ, ସମାଜସେବାରେ ମନନିବେଷ କରିବେ, ରାଜନୈତିକ କ୍ଷେତ୍ରରେ ଉଚ୍ଚସ୍ତରିୟ ଲୋକ ସହ ସମ୍ପର୍କ ବଢିବ ।
କର୍କଟ – ଶୁଭସମୟ ପ୍ରଭାବରେ ନୁତନ ଦ୍ରବ୍ୟ କ୍ରୟ କରିବାର ସମ୍ଭାବନା ଅଧିକ ରହବି, ଆର୍ଥିକ କ୍ଷେତ୍ରରେ ଉର୍ଣ୍ଣତି ଘଟିବ, ସାଂସାରିକ ଓ ପ୍ରେମ ସମ୍ବନ୍ଧିୟ ଜୀବନ ଆନନ୍ଦରେ କଟିବ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ ।
ସିହଂ – ଶୁଭ ଚନ୍ଦ୍ରଙ୍କର ଶୁଭଦୃଷ୍ଟି ରହିବ ଫଳରେ ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ନୂତନ ଯୋଜନାରେ ସଫଳ ହେବେ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହେବ । ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ମୁଳକ ପରିକ୍ଷାରେ ସଫଳ ହେବେ ।
କନ୍ୟା – କୌଣସି ସାମାଜିକ ଅନୁଷ୍ଠାନରେ ସମୟ ଅତିବାହିତ କରିବେ, ଦୂର ସମ୍ପର୍କୀୟଙ୍କ ସହଯୋଗ ପାଇ ଅତ୍ୟନ୍ତ ଆନନ୍ଦ ପରିବେଷ ମଧ୍ୟରେ କାଳାତିପାତ କରିବେ । ମାତ୍ର କୌଣସି ନୁତନ ଯୋଜନା ଆରମ୍ଭ କରିବେ ନାହିଁ ।
ତୁଳା – କିଛି ସମସ୍ୟା ଉପୁଜିପାରେ ତଥାପି ଧନ, ମାନ ଓ ସମ୍ମାନ ବୃଦ୍ଧି ହେବ, କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବାର ସୁଯୋଗ ମିଳିବ, ସାଂସାରିକ ଜୀବନ ସୁଖରେ କଟିବ, ସମାଜରେ ମାନ ସମ୍ମାନ ମିଳିବ ।
ବିଛା – ପିଲାମାନେ ସମସ୍ୟା ସୁଧାରି କ୍ୟାରିଅର ଗଢିବାର ଭଲ ଅବସର ପାଇବେ, କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ ସହ ଲାଭ ମିଳିବାର ସମ୍ଭାବନା ଅଧିକ, ସାଂସାରିକ ଜୀବନରେ ପୁରୁଣା ସ୍ମୃତି ଉଜ୍ଜିବିତ ହୋଇ ସୁଖରେ କଟିବ, ପରିବାରରେ ଶୁଭ କାର୍ଯ୍ୟ ସମ୍ପଣ୍ଣ ହେବ ।
ଧନୁ – କୌଣସି ସହଯୋଗର ଆଶା ଆଶାରେ ହିଁ ରହିଯିବ ଫଳରେ ଅବସାଦ ପରିବେଷ ମଧ୍ୟରେ କାଳାତିପାତ କରିବେ । ତଥାପି କୌଣସି ନୁତନ ଯୋଜନାରେ ସଫଳ ହେବ ଓ ଧାର୍ମୀକ ଅନୁଷ୍ଠାନରେ ସମୟ ଅତିବାହିତ କରିବାର ସୁଯୋଗ ମିଳିବ ।
ମକର – ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, ପ୍ରେମ ସମ୍ଭନ୍ଧିୟ ଓ ସାସାଂରିକ ଜିବନରେ ଆନନ୍ଦ ପରିବେଷ ଦିନଭରି ଲାଗିରହିବ ଓ କୌଣସି ନୁତନ ସ୍ଥାନ ଭ୍ରମଣରେ ଯିବାର ସମ୍ଭାବନା ରହିବ, କର୍ମକ୍ଷେତ୍ରରେ ସମସ୍ତଙ୍କର ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ ।
କୁମ୍ଭ – କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଅନୁଭବ କରିବେ, ବ୍ୟୟାଧିକ ପରିବେଷ ଓ ଅଜଣା ଭୟ ମନୋବଳକୁ ଦୁର୍ବଳ କରିଦେବ, ତଥାପି ଟଙ୍କା ପଇସା ଓ ଗୃହପାଇଁ ନୁତନ ଦ୍ରବ୍ୟ କ୍ରୟ କରିବାର ସମ୍ଭାବନା ରହିବ ।
ମୀନ – ଆର୍ଥିକ ଦିଗରୁ ଶୁଭଫଳ ମିଳିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, କଳା ଓ ବାଣିଜ୍ୟରେ ସଫଳତା ମିଳିବ, କୌଣସି ପ୍ରକାରର ଶୁଭଖବର ପ୍ରାପ୍ତି ହେବ ଓ ଯଦି ଆଜି କୌଣସି ନୁନତ କାର୍ଯ୍ୟ ଆରମ୍ଭ କରିବେ ନିଶ୍ଚୟ ସଫଳ ହେବେ ।