ହିଞ୍ଜିଳି ମୋ÷ଜାରେ ଜମି ଦାବି, ବସ୍ତି ବାସିନ୍ଦାଙ୍କ ପୋ÷ର କାର୍ଯ୍ୟାଳୟ ଘେରାଉ

ହିଞ୍ଜିଳିକାଟୁ (ଜୁଗାବ୍ଦ ନ୍ୟୁଜ୍‍): ସହରାଞ୍ଚଳ ବସ୍ତି ବାସିନ୍ଦା ଜମି ଅଧିକାର ୨୦୧୭ ପ୍ରକାରେ ଜମି ଅଧିକାର ପ୍ରଦାନ କରାଯାଇଛି । ହିଞ୍ଜିଳିକାଟୁ ପୋ÷ରାଞ୍ଚଳର ୬ନଂ ୱାର୍ଡ଼ ହରିଜନ

Read more

ଦୀର୍ଘ ଦିନର ବ୍ୟବଧାନ ପରେ ସଦର ନିର୍ବାଚନ ମଣ୍ଡଳୀ ପାଇଁ ଆଶା ବାନ୍ଧିଛନ୍ତି ନାରୀନେତ୍ରୀ ମମତା କୁଣ୍ଡୁ

ବାଲେଶ୍ୱର(ଜୁଗାବ୍ଦ ନ୍ୟୁଜ୍‍): ଦୀର୍ଘ ଦିନ ଧରି ରାଜନୀତିରୁ ଦୂରେଇ ଦିଲ୍ଲୀରେ ରହୁଥିବା ସମାଜସେବୀ ତଥା ନାରୀନେତ୍ରୀ ମମତା କୁଣ୍ଡୁ ପୁଣି ଅଣ୍ଟା ଭିଡିଛନ୍ତି ସଦର ନିର୍ବାଚନ ମଣ୍ଡଳୀର

Read more

ପୂର୍ବତନ ଅତିରିକ୍ତ ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା

ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍): ବାଲେଶ୍ୱର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ମାନସ ରଂଜନ ପାଢ଼ୀଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ପଦବୀକୁ ବଦଳି ଆଦେଶ ଦେବାପରେ

Read more

ସରକାରଙ୍କ ୫ବର୍ଷ କାର୍ଯ୍ୟ ଅବଧିର ଅନ୍ତିମ ଦିଶା ବୈଠକ, ଜିଲ୍ଲା ପ୍ରଗତିର କାର୍ଡ ପ୍ରଦର୍ଶନ କଲେ ଅଧିକାରୀ

ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍): ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଉନ୍ନୟନ ସଂଯୋଜନ ଓ ତଦାରଖ କମିଟି(ଦିଶା) ଦ୍ୱିତୀୟ ତ୍ରୟୋମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ

Read more

ମାଣିତରାରେ ଆତ୍ମ ସୁରକ୍ଷା ତାଲିମ୍‍ ଉଦ୍‍ଯାପିତ

ବୁଗୁଡ଼ା (ଜୁଗାବ୍ଦ ନ୍ୟୁଜ୍‍): ବୁଗୁଡ଼ା ବ୍ଲକ୍‍ ଅନ୍ତର୍ଗତ ମାଣିତରା ବିଜ୍ଞାନ ଜୁନିୟର କଲେଜରେୂ ୧୨ ଦିନ ଧରି ଚାଲିଥିବା ପ୍ଲସ ୨ ପ୍ରଥମ ବର୍ଷର ଛାତ୍ରୀଙ୍କ ଆତ୍ମ

Read more

କାଜୁ, ବାଦାମ, ପିସ୍ତାବାଦାମ ଆଦି ଆମ ଶରୀର ପାଇଁ ଉପକାରୀ ହୋଇଥାଏ

କାଜୁ, ବାଦାମ, ପିସ୍ତାବାଦାମ ଆଦି ଆମ ଶରୀର ପାଇଁ ଉପକାରୀ ହୋଇଥାଏ । ଖାଦ୍ୟ ବିଶେଷଜ୍ଞ ଡ.ରାମ ଆଶିଷ କହିଛନ୍ତି ଯେ ନଟ୍ସକୁ ରୋଷ୍ଟ କରିବାଦ୍ୱାରା ତାର

Read more

ଖଣି ମାଫିଆ ଏବଂ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର(ଜୁଗାବ୍ଦ ନ୍ୟୁଜ୍‍): ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଡ଼ଙ୍କାରୀ ପାହାଡ଼ରେ ଦୀର୍ଘ ୧୫ ବର୍ଷ ମଧ୍ୟରେ ହାରାହାରି ୧୫,୦୦୦ କୋଟି ଟଙ୍କାର ଲୁଟ୍ ହୋଇଛି ।

Read more

‘ଦୁର୍ନୀତିମୁକ୍ତ ନିର୍ବାଚନ ଓ ଆଦର୍ଶ ପ୍ରତିନିଧି ଚୟନ’ ଉପରେ ଆଲୋଚନା ଚକ୍ର

ଭୁବନେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍): ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ, ଭୁବନେଶ୍ୱର ତରଫରୁ ‘ଦୁର୍ନୀତିମୁକ୍ତ ନିର୍ବାଚନ ଓ ଆଦର୍ଶ ପ୍ରତିନିଧି ଚୟନ’ ଉପରେ ଏକ ଆଲୋଚନା ଚକ୍ର ନେହରୁ

Read more

Advertisement

ଏବେ ଏବେ