ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ

କଟକ, (ଓ୍ବାଇଏନଏସ): କଟକ ମହାନଗର ନିଗମ ମେୟର ଶ୍ରୀଯୁକ୍ତ ସୁବାସ ସିଂହ ସଭାପତିତ୍ଵ ରେ ସମାହିତ ଏହି ଉଚ୍ଛବ ରେ ବିଜୁ ଜନତା ଦଳ ର ନେତୃବୃନ୍ଦ ଯୋଗ ଦେଇ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ବ ଯୋଗୁଁ ଦଳ ଲୋକଙ୍କ ବିଶ୍ଵାସଭାଜନ ହୋଇପାରିଛି ବୋଲି କହିଥିଲେ। ଉକ୍ତ କାର୍ଯକ୍ରମ ମାନ୍ୟବର କଟକ ମେୟର ଶ୍ରୀଯୁକ୍ତ ସୁବାସ ସିଂହ ଙ୍କ ପୋରହିତ୍ୟ ରେ ସମାପନ ହୋଇଥିଲା ବେଳେ, ଅତିଥି ଭାବରେ, ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ରାଜନୈତିକ ସଚିବ, ଶ୍ରୀଯୁକ୍ତ ଡ.ସଂପୃକ୍ତ ମିଶ୍ର – ଶ୍ରୀଯୁକ୍ତ ଶଶୀଭୂଷଣ ବେହେରା , ପୂର୍ବତନ ମନ୍ତ୍ରୀ , ଓଡ଼ିଶା ସରକାର ଶ୍ରୀଯୁକ୍ତ ପ୍ରଫୁଲ୍ଲ ସିଂହ – କଟକ ଜିଲ୍ଲା ସଭାପତି , ବିଜୁ ଜନତା ଦଳ, କଟକ ମହାନଗର ନିଗମ ର ସମସ୍ତ କର୍ପୋରେଟର, ୱାର୍ଡ ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ ମହାନ୍ତି , ବିଜୁ ଜନତା ଦଳ , ଶ୍ରୀଯୁକ୍ତ ମଧୁସୂଦନ ସାହୁ – ପୂର୍ବତନ କଟକ ନଗର ସଭାପତି , ବିଜୁ ଜନତା ଦଳ ,ଶ୍ରୀଯୁକ୍ତ ପ୍ରଫୁଲ୍ଲ ବେହେରା – ବରିଷ୍ଠ ନେତା , ବିଜୁ ଜନତା ଦଳ,ଶ୍ରୀଯୁକ୍ତ ପ୍ରକାଶ ସିଂହ , ବିଜୁ ଜନତା ଦଳ, ଶ୍ରୀମତୀ ଅନିତା ବେହେରା – ପୂର୍ବତନ ମେୟର , କଟକ ମହାନଗର ନିଗମ, ଶ୍ରୀମତୀ ପୁର୍ଣିମା ସିଂହ – ମହିଳା ନେତ୍ରୀ , ବିଜୁ ଜନତା ଦଳ, ଶ୍ରୀଯୁକ୍ତ ମହମଦ ସକିଲ – ବରିଷ୍ଠ ନେତା , ବିଜୁ ଜନତା ଦଳ, ଶ୍ରୀମତୀ ମିନତୀ, ବେହେରା , ପୂର୍ବତନ ମହିଳା କମିଶନର , ଶ୍ରୀଯୁକ୍ତ ରମଜାନ ଖାନ – ପୂର୍ବତନ କର୍ପୋରେଟର , ବିଜୁ ଜନତା ଦଳ, ଶ୍ରୀଯୁକ୍ତ ବିଜୟ ଓଝା ,ବିଜୁ ଜନତା ଦଳ , ଶ୍ରୀଯୁକ୍ତ ଏକ୍ରାମ ହୁସେନ, ଶ୍ରୀମତୀ ସ୍ମିତା ମୂଳିଆ ., ବିଜୁ ଜନତା ଦଳ ଶ୍ରୀଯୁକ୍ତ ଜ୍ଞାନଗିରୀ ଗୋସ୍ଵାମୀ, ବରିଷ୍ଠ ନେତା , ବିଜୁ ଜନତା ଦଳ , ଜଗନାଥ ସ୍ବାଇଁ , ଦେବେନ୍ଦ୍ର ପାଣିଗ୍ରାହୀ , କାଲୀଚରଣ ପାଣିଗ୍ରାହୀ , ସାକିଲ ଅକ୍ତର , ସେଏଦ ଶେଖବତ ଅଲି , ସୌମେନ୍ଦ୍ର ସାହୁ , ଶରତ ନାୟକ ,ବିରେନ ବେହେରା , ବିଶ୍ଵନାଥ ଧୀର ,ଆଇନଜୀବୀ ସ୍ଵଦେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ