ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟିର ଇବିଆଇଟିଡିଏରେ ଉଲ୍ଲେଖନୀୟ ୮୧% ବୃଦ୍ଧି

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଜୟ ଇ-ବାଇକ୍ ବ୍ରାଣ୍ଡ୍ ନାମରେ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରୁଥିବା ଗୁଜରାଟର ସଂସ୍ଥା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ପକ୍ଷରୁ ୨୦୨୩-୨୪ ଆର୍ଥିକ

Read more

ଇପ୍ୟାକ୍ ଡ୍ୟୁରେବଲ୍ ଲିମିଟେଡ୍‌ର ଇନିସିଆଲ୍ ପବ୍ଲି୍‌କ୍ ଅଫର ୨୦୨୪ ଜାନୁୟାରି ୧୯ରେ ଖୋଲିବ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଇପ୍ୟାକ୍ ଡ୍ୟୁରେବଲ୍ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୪ ଜାନୁୟାରି ୧୯ ଶୁକ୍ରବାର ଦିନ ଖୋଲିବ । କଂପାନି ଏହି ଅଫର ଜରିଆରେ

Read more

ଏୟାରଇଣ୍ଡିଆଏକ୍ସପ୍ରେସ୍‌ପକ୍ଷରୁ “ଟାଇମ୍‌ଟୁଟ୍ରାଭେଲ୍‌”ରଶୁଭାରମ୍ଭ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଏୟାରଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ଟାଇମ୍‌ଟୁ ଟ୍ରାଭେଲ୍‌ ସେଲ୍‌ ଘୋଷଣା କରାଯାଇଛି ଯେଉଁଥିରେ ଯାତ୍ରୀମାନେ ଡୋମେଷ୍ଟିକ୍‌ରୁଟ୍‌ରେ ଯାତ୍ରାଲାଗି ବୁକିଂକରିପାରିବେ । ଏଥିରେ ଟିକଟ ଦାମ୍

Read more

ଗୋଦରେଜ୍ ଇଂଟେରିଓ ପକ୍ଷରୁ ଉତମ ଓ ସବୁଜ ଉତ୍ପାଦରୁ ୪୨ ପ୍ରତିଶତ ଆୟ ହାସଲ ଲକ୍ଷ୍ୟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଗୋଦରେଜ୍ ଗ୍ରୁପ୍‌ର ସଂସ୍ଥା ଗୋଦରେଜ୍ ଇଂଟେରିଓ ପକ୍ଷରୁ ପରିବେଶ ଅନୁକୂଳ ସ୍ଥାୟୀ ଉତ୍ପାଦର ଚାହିଦାରେ ବୃଦ୍ଧି ପରିଲକ୍ଷିତ ହୋଇଛି । ତେଣୁ ଉତମ

Read more

ଅକ୍ଟୋବର ୨୦୨୩ ପାଇଁ ଜିଏସ୍ଟି ରାଜସ୍ୱ ସଂଗ୍ରହ ଦ୍ୱିତୀୟ ସର୍ବାଧିକ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ୨୦୨୩ ଅକ୍ଟୋବର ମାସରେ ମୋଟ ଜିଏସ୍ଟି ରାଜସ୍ୱ ଆଦାୟ ୧,୭୨,୦୦୩ କୋଟି ଟଙ୍କା ରହିଛି, ସେଥି ମଧ୍ୟରୁ ୩୦,୦୬୨ କୋଟି ଟଙ୍କା ସିଜିଏସ୍ଟି,

Read more

ଜିଏମଆଇଏସ ୨୦୨୩ ଉଦଘାଟନୀ ଅଧିବେଶନରେ ଯୋଗଦେବେ ୧୨ଟି ଦେଶର ମନ୍ତ୍ରୀଗଣ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ଏମଏମଆରଡିଏ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଗ୍ଲୋବାଲ ମେରିଟାଇମ୍ ଇଣ୍ଡିଆ

Read more

ହୁଣ୍ଡାଇ ‘ଭେରନା କାର’ର ବଜାର ପ୍ରବେଶ

ବାଲେଶ୍ୱର, (ସରୋଜ ପଣ୍ଡା):ବିଶ୍ୱର ଖାତନାମା ୪ଚକିଆ ଯାନ ନିର୍ମାତା ‘ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ’ର ନୂତନ ମଡେଲ କାର ‘ଭେରନା’ ଶନିବାର ବାଲେଶ୍ୱରରେ ବଜାର ପ୍ରବେଶ କରିଛି

Read more

ମୂଲ୍ୟ ନିୟନ୍ତ୍ରଣ ନିମନ୍ତେ ଖାଇବା ତେଲ ଆମଦାନୀ ସୀମା ଶୁଳ୍କ ରିହାତି ଅବଧି ବୃଦ୍ଧି

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : କେନ୍ଦ୍ରୀୟ ଅପ୍ରତ୍ୟକ୍ଷ ଟିକସ ବୋର୍ଡ ଏହାର ବିଜ୍ଞପ୍ତି କ୍ରମିକ ୪୬/୨୦୨୨ କଷ୍ଟମ୍ସ ତା ୩୧ ଅଗଷ୍ଟ ୨୦୨୨ ଜରିଆରେ କିଛି ଖାଇବା ତେଲ

Read more

ଡିପିଆଇଆଇଟି ପକ୍ଷରୁ ଷ୍ଟାର୍ଟଅପ୍ ପାଇଁ ଋଣ ଗ୍ୟାରେଣ୍ଟି ଯୋଜନା ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ଉଦ୍ୟୋଗ ପ୍ରୋତ୍ସାହନ ଓ ଆଭ୍ୟନ୍ତରୀଣ ବ୍ୟାପାର ବିଭାଗ (ଡିପିଆଇଆଇଟି) ପକ୍ଷରୁ ଷ୍ଟାର୍ଟ ସମୂହଙ୍କୁ ଋଣ ଗ୍ୟାରେଣ୍ଟି ପ୍ରଦାନ

Read more

Advertisement

ଏବେ ଏବେ