ସୟଂ ଶାଶୀତ ମହାବିଦ୍ୟାଳୟ +୩ ଓ ପିଜି ପରୀକ୍ଷାଫଳ ପ୍ରକାଶିତ

କରଞ୍ଜିଆ,(ଜିତେନ୍ଦ୍ର ରାଜ): କରଞ୍ଜିଆ ସୟଂ ଶାଶୀତ ମହାବିଦ୍ୟାଳୟ +୩ ଶେଷ ବର୍ଷ ର ପରୀକ୍ଷାଫଳ ଆଜି ମହାବିଦ୍ୟାଳୟ ଅଧ୍ୟକ୍ଷ ଙ୍କ କାର୍ଯ୍ୟାଳୟ ପରିସର ରେ ଅଧ୍ୟକ୍ଷ ମୋନୋଜ କୁମାର ସାହୁ ପରୀକ୍ଷା ନିୟନ୍ତ୍ରକ ସତ୍ୟବ୍ରତ ସାହୁ, ଉପ ପରୀକ୍ଷା ନିୟନ୍ତ୍ରକ ଡ କୁନିଲ କୁମାର ବେହେରା, ପ୍ରାଧ୍ୟାପକ ଡ଼ଃ ଅବନୀ କାନ୍ତ ଦାଶ ଓ ହେଡ଼ କ୍ଲର୍କ ଭୁବନେଶ୍ୱର ବେହେରା, ରଂଜିତ ବଡନାଏକ ମିଳିତ ଭାବେ ପ୍ରକାଶ କରିଛଅନ୍ତି.ଚଳିତ ବର୍ଷ ବେଷ୍ଟ ଗ୍ରାଜୁଏଟ ପଦାର୍ଥ ବିଜ୍ଞାନ ବିଭାଗ ସମ୍ମାନ ର ଛାତ୍ରୀ ଇତିଶ୍ରୀ ଗଛାୟତ ଶ୍ରେଷ୍ଠ ବିବେଚିତ ହୋଇଛଅନ୍ତି. ତେବେ ଚଳିତ ବର୍ଷ +୩କଳା ବିଭାଗ ରେ ମୋଟ ୨୭୧ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୨୪୨ଜଣ ପାସ ହୋଇଛନ୍ତି ସେହିପରି ବିଜ୍ଞାନ ବିଭାଗ ରେ ମୋଟ ୧୪୯ଜଣ ରୁ ୧୨୮ ଜଣ ପାସ୍ କରିଛନ୍ତି, ବାଣୀଜ୍ୟ ବିଭାଗ ରେ ମୋଟ ପରୀକ୍ଷାର୍ଥୀ ୪୨ ଜଣ ମଧ୍ୟରୁ ଜଣ ୩୧ଜଣ କୃତକାର୍ଯ୍ୟ ହୋଇଛଅନ୍ତି ମୋଟ ପାଶହାର ୮୬.୭୯% ଅଛି ଓ ମୋଟ ପରୀକ୍ଷାର୍ଥୀ ୪୬୨ ଜଣ ଙ୍କ ମଧ୍ୟରୁ ୪୦୧ ଜଣ ସଫଳ ହୋଇଛଅନ୍ତି ଚଳିତ ବର୍ଷ ମୋଟ ପାସ ହାର୮୬.୭୯%ସଫଳ ହୋଇଥିବାବେଳେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ କଳାରେ ସଂଯୁକ୍ତା ନାଏକ, ବିଜ୍ଞାନ ବିଭାଗ ରେ ଇତିଶ୍ରୀ ଗଛାୟତ ଓ ବାଣୀଜ୍ୟ ବିଭାଗ ରେ ବିଦୁସ୍ମିତା ସି ବିଭାଗୀୟ ଟପର ହୋଇ ଶ୍ରେଷ୍ଠ ଗ୍ରାଜୁଏଟ ହୋଇଛଅନ୍ତି ବୋଲି ମହାବିଦ୍ୟାଳୟ ର ଅଧ୍ୟକ୍ଷ ମୋନୋଜ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି। ସେହିପରି ସମ୍ମାନ ରେ ବିଭାଗ ଅନୁଯାୟୀ ଅର୍ଥନୀତି ବିଭାଗ ସୁନିତା ଭୋଳ ଇଂରାଜୀ ବିଭାଗ ରେ ଶୁଭମ ମହାନ୍ତ ଇତିହାସ ବିଭାଗ ରେ ଶିବାନୀ ମହାରଣା, ଓଡିଆ ବିଭାଗ ରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ଗିରି ଦର୍ଶନ ଶାସ୍ତ୍ର ରେ ପ୍ରିୟଙ୍କା ମହାନ୍ତ ରାଜନୀତି ବିଜ୍ଞାନ ରେ ସ୍ଵାତିସ୍ମିତା ସାହୁ ସଂସ୍କୃତ ବିଭାଗ ରେ ଜୟଶ୍ରୀ ବାରିକ୍, ସାନ୍ତାଳୀ ବିଭାଗ ରେ ସୁନୀତା ଟୁଡୁ ସାମାଜିକ ବିଜ୍ଞାନ ରେ ସଂଯୁକ୍ତା ନାଏକ ଉଦ୍ଭିଦ ବିଜ୍ଞାନ ରେ ସୌଦାଗର ମାଣିକ ରସାୟନ ବିଜ୍ଞାନ ରେ ଖୁସି ପର୍ବିନ ଗଣିତ ବିଭାଗ ରେ ବର୍ଷାରାଣୀ ମହାନ୍ତ ପଦାର୍ଥ ବିଜ୍ଞାନ ଇତିଶ୍ରୀ ଗଛାୟତ, ପ୍ରାଣୀ ବିଜ୍ଞାନ ରେ ଶିବାନୀ ମହାକୁଡ଼ ଓ ବାଣିଜ୍ୟ ବିଭାଗ ବିଦୁ ସ୍ମିତା ସି ଟପ୍ପର ହୋଇଥିବା ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତିସେହିପରି ପୋଷ୍ଟ ଗ୍ରାଜୁଏଟ ଇଂରାଜି ବିଭାଗ ରେ ମୋଟ ୧୩ ପରୀକ୍ଷାର୍ଥୀ ମଧ୍ୟରୁ ୧୨ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ କଣ ଙ୍କ ର ରେଜଲ୍ଟ ସ୍ଥଗିତ ଅଛି ସେହିପରି ଇତିହାସ ବିଭାଗ ରେ ୧୫ ପରୀକ୍ଷାର୍ଥୀ ରୁ ୧୪ ଜଣ ପାସ୍ ହୋଇଥିବା ବେଳେ ଜଣ ଙ୍କ ରେଜଲ୍ଟ ସ୍ଥଗିତ ଅଛି ତେବେ ଇଂରାଜୀ ବିଭାଗ ରେ ଶ୍ରେଷ୍ଠ ଚିନ୍ମୟୀ ପାଢି ହୋଇଥିବା ବେଳେ ଇତିହାସ ରେ ଫୁଲମଣି ବେଶ୍ରା ଶ୍ରେଷ୍ଠ ବିବେଚିତ ହୋଇଛନ୍ତି ବୋଲି ପରୀକ୍ଷା ନିୟନ୍ତ୍ରିତ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ