ଅବକାରୀ ଚଢାଉ ୫୦ କେଜି ଗଂଜେଇ ଜବତ, ୬ ଗିରଫ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଚଢାଉ କରାଯାଇ ୫୦ କେଜି ଗଂଜେଇ ଜବତ କରାଯିବା ସହ ୬ ଜଣଙ୍କୁ ଗିରଫ କରାଯାଇଛି।

Read more

Advertisement

ଏବେ ଏବେ