ଅର୍ଥ ସାଜିଲା ବାଧକ;ଚିକିତ୍ସା ପାଇଁ ଅର୍ଥ ଅଭାବରୁ ତିନି ବର୍ଷ ରୁ ଅଧିକ ହେବ ଖଟ ରେ ଶୋଇ ରହିଛନ୍ତି ରୁପାବତୀ…
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବୁଡ଼ୁରିକିଆ ପଞ୍ଚାୟର ମାଦିନାଟ ପସାରୀ ସାହି ରେ ରୁପାବତୀ ମଳିକ(45) ଖଟରେ ପଡି ରହି କଷ୍ଟ ପାଉଛନ୍ତି l
Read more


