ଆଜି ଦିନ ସାରା ପ୍ରବଳ ବର୍ଷିବ : ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ, ସବୁ ବନ୍ଦରକୁ ୩ ନମ୍ବର ବିପଦ ସଙ୍କତ ଜାରି

ଭୁବନେଶ୍ୱର, (ୱାଇଏ୍‍ଏସ୍‍): ପୂର୍ବ କେନ୍ଦ୍ରୀୟ ଏବଂ ଉତର-ପୂର୍ବ ବଙ୍ଗୋପସାଗରରେ ଶନିବାର ସକାଳେ ସୃଷ୍ଟି ହୋଇଥିବା ଲଘୁଚାପ ଘନିଭୂତ ହୋଇ ୱେଲ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି

Read more

Advertisement

ଏବେ ଏବେ