ଏଟିଏମ୍ ଲୁଟିବା ଯୋଜନା ପଣ୍ଡ କଲା ପୋଲିସ : ୫ ଗିରଫ ମାରଣାସ୍ତ୍ର ଓ ବାଇକ ଜବତ

ସାନଖେମୁଣ୍ଡି (ପଦ୍ମଲୋଚନ ପାଣିଗ୍ରାହୀ): ଦିଗପହଣ୍ଡି ଥାନା ଅନ୍ତର୍ଗତ ଗଣିଆନାଳ ଛକ ନିକଟରେ ଥିବା ଇଣ୍ଡିକାଶ ଏଟିଏମ୍ ଲୁଟିବା ପାଇଁ ଶନିବାର ବିଳମ୍ବିତ ରାତିରେ ଚାଲିଥିଲା ଡକାୟତି ଯୋଜନା

Read more

Advertisement

ଏବେ ଏବେ