ଓଡିଶା ସରକାରଙ୍କ ଅବହେଳା ଯୋଗୁଁ ଆନ୍ଧ୍ର ଉପରେ ନିର୍ଭର ହେବା ଯୋଗୁଁ ଆନ୍ଧ୍ରର ଦୈରାତ୍ମ୍ୟ ବଢିଛି : ଗଙ୍ଗାବାଡ ଗ୍ରାମପଞ୍ଚାୟତବାସୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଓଡିଶା ସରକାରଙ୍କ ଦ୍ୱାରା କେତେକ ମୌଳିକ ସମସ୍ୟାର ସମାଧାନ ହୋଇପାରିନଥିବା ଯୋଗୁଁ ଅବହେଳିତ ରହିଆସିଛି ଗଜପତିର ଗଙ୍ଗାବାଡ ପଞ୍ଚାୟତ ।
Read more


