ଓରାଳି ଦକ୍ଷିଣସାହି ମା ପଶ୍ଚିମା ମଙ୍ଗଳା କ୍ଲବ ପକ୍ଷରୁ ଗଣେଶ ପୂଜା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଓରାଳି ଗ୍ରାମର ଦକ୍ଷିଣସାହି ମା ପଶ୍ଚିମା ମଙ୍ଗଳା କ୍ଲବ ପକ୍ଷରୁ ପବିତ୍ର ଗଣେଶ ପୂଜା ମହା ସମାରୋହରେ ଅନୁଷ୍ଠିତ ହେଉଛି ।

Read more

Advertisement

ଏବେ ଏବେ