କଇଠଖଣ୍ଡି ରେ  ଧାନମଣ୍ଡି ଉଦଘାଟିତ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ପ୍ରାଥମିକ ସେବା ସମବାୟ ସମିତି ପକ୍ଷରୁ   ଧାନମଣ୍ଡି କୁ  ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୈାଡ ବୁଧବାର ଉଦଘାଟନ କରିଛନ୍ତି।

Read more

Advertisement

ଏବେ ଏବେ