କୁକୁରକୁ ବଞ୍ଚାଇବାକୁ ଅଟକିଲା ଟ୍ରେନ୍

ମୁମ୍ବାଇ ସବ୍ ଅର୍ବାନ ଟ୍ରେନ୍‌ରେ ଚଳାଉଥିବା ଚାଳକ ଏକ କୁକୁରକୁ ବଞ୍ଚାଇବାକୁ ଯାଇ ଟ୍ରେନ୍‌କୁ ଅଟକାଇଥିବା ଦେଖିବାକୁ ମିଳିଛି । କୁକୁରଟି ଟ୍ରେନ୍ ଟ୍ରାକ୍‌ରେ ଅଟକିଥିଲା ।

Read more

Advertisement

ଏବେ ଏବେ