ଗଜପତିରୁ ୫ଫୁଟ ଲମ୍ବର ବୋଡା ସାପ ଉଦ୍ଧାର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ରାୟଗଡ ବ୍ଲକରୁ ଗତକାଲି ସଂଧ୍ୟାରେ ଏକ ୫ଫୁଟ ଲମ୍ବର ବୋଡା ସାପକୁ ଉଦ୍ଧାର କରାଯାଇ ନିକଟସ୍ଥ ଜଙ୍ଗଲରେ ଛଡାଯାଇଛି ।

Read more

Advertisement

ଏବେ ଏବେ