ଗଞ୍ଜାମ ଜିଲ୍ଳା ଦଣ୍ଡନାଚ ମହାସଂଘ ବେଲଗୁଣ୍ଠା ବ୍ଳକ୍ ସଂଯୋଜକ ହେଲେ ଏସ୍. ଭାସ୍କର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ସହରର ଉଦୀୟମାନ ଯୁବକ ଏସ୍ ଭାସ୍କର ପାତ୍ର ଗଞ୍ଜାମ ଜିଲ୍ଳା ଦଣ୍ଡନାଚ ମହାସଂଘର ବେଲଗୁଣ୍ଠା ବ୍ଳକ୍ ସଂଯୋଜକ ଭାବେ ମନୋନୀତ ହୋଇଛନ୍ତି I

Read more

Advertisement

ଏବେ ଏବେ