ଛାତ୍ରବୃତ୍ତି ପୋର୍ଟାଲର ଧର୍ମ କୋଡରେ ଆଦିବାସୀଙ୍କ ସାରନା ଧର୍ମ ମାନ୍ୟତାକୁ ରାଜ୍ୟ ସରକାରଙ୍କ ଅଣଦେଖା ନେଇ ଓଡ଼ିଶା ଆଦିବାସୀ ମହାସଂଘ ତରଫରୁ ୧୨ ଘଣ୍ଟିଆ ବନ୍ଦ ଡାକରା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଛାତ୍ରବୃତ୍ତି କୋଡରେ ଧର୍ମ କଲମରେ ଏକମାତ୍ର ହିନ୍ଦୁ ଧର୍ମ କଲମରେ ଅଛି ।ଯାହାଫଳରେ ଅନଲାଇନରେ ଛାତ୍ରଛାତ୍ରୀ ବୃତ୍ତି ପାଇଁ ଆବେଦନ କଲାବେଳେ ଅନ୍ୟ
Read more


