ଜିଲ୍ଲାପାଳଙ୍କ ନାଉଗାଁକୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

ନାଉଗାଁ : ଆଜି ଅପରାହ୍ନ ସମୟରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଚାନକ ନାଉଗାଁ ଆସି ଗଂଗଦାହାଟ ଦେଇ ମାଛଗାଁ ଆଡକୁ ଗ୍ରସ୍ତ କରିଥିଲେ ।

Read more

Advertisement

ଏବେ ଏବେ