ଜିଲ୍ଲା ଭିତିକ ନିଯୁକ୍ତିକୁ ସମର୍ଥନ କରି ପିଲାଙ୍କୁ ସ୍କୁଲକୁ ପଠାଉ ନାହାନ୍ତି ଅଭିଭାବକ
ନବରଙ୍ଗପୁର, (ୱାଏନଏସ): ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାଭିତ୍ତିକ ନିଯୁକ୍ତି ର ପ୍ରତିବାଦ ଦିନକୁଦିନ ବଢ଼ିବାରେ ଲାଗିଛି । ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଛାଡୁନାହାଁନ୍ତି ଅଭିଭାବକ ।
Read more