ଜି.ଉଦୟଗିରିରେ ଅଧ୍ୟକ୍ଷା ଉପ ନିର୍ବାଚନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଏନଏସି ରେ ଅଧ୍ୟକ୍ଷା ପଦ ନିମନ୍ତେ ଉପ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଛି।

Read more

Advertisement

ଏବେ ଏବେ