ଡାକ୍ତରଙ୍କ ଅବସର ବୟସ ସୀମା ବଢିଲା

ନୂଆଦିଲ୍ଲୀ: ବଢିଲା ଡାକ୍ତରମାନଙ୍କ ଅବସର ଅବଧି। ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ୟୁପି ସରକାର ଡାକ୍ତରମାନଙ୍କ ଅବସର ସୀମାକୁ ବଢାଇ ଦେଇଛନ୍ତି।

Read more

Advertisement

ଏବେ ଏବେ