ମହୁଲପଙ୍ଖାରେ ଚାଲିଛି ବେଆଇନି ପଥର ଖଣି : ତହସିଲ କର୍ତ୍ତୁପକ୍ଷ ନୀରବଦ୍ରଷ୍ଟା 

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତର ମହୁଲପଙ୍ଖା ମୌଜାରେ ବେଆଇନ ଭାବେ ମାଙ୍କଡା ପଥର ଖଣି ଚାଲୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Read more

Advertisement

ଏବେ ଏବେ