ତୁଳସୀ ମହିଳା ମହାବିଦ୍ୟାଳୟ ସଂସ୍କୃତ ବିଭାଗର ୱେବିନାର
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ତୁଳସୀ ମହାବିଦ୍ୟାଳୟ ସଂସ୍କୃତ ବିଭାଗର “ବେଦରେ ଦେବତା ଏକ ବିହଙ୍ଗାବଲୋକନ”ଶୀର୍ଷକ ୱେବିନାର(ସଂଗୋଷ୍ଠି ଆଲୋଚନା)ଅଧ୍ୟକ୍ଷ ପ୍ରଫେସର ରଞ୍ଜିତରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
Read more