ଦୁଃସାହସିକ କାର୍ଯ୍ୟ ପାଇଁ ଛତ୍ରପୁର ର ଦୁଇ ଫାୟାର କର୍ମଚାରୀ ଙ୍କୁ ସମ୍ବର୍ଦ୍ଧନା କଲେ ବିଭାଗୀୟ ଡିଜି
ଛତ୍ରପୁର, (ଦେବଦତ୍ତ ମହାରଣା) : ଋଷିକୁଲ୍ୟାର ପ୍ରଖର ବନ୍ୟାଜଳ ସ୍ରୋତରେ ଭାସି ଯାଉଥିବା ଛତ୍ରପୁର ବ୍ଲକ ମୁନିଷିପେଣ୍ଠ ଗ୍ରାମର ବାବୁଲି ବେହେରାଙ୍କୁ ୬ କିଲୋମିଟର ପହଁରି ଜୀବିତାବସ୍ଥାରେ
Read more