ହାଟଡିହି ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ବ୍ୟାପକ ଅବ୍ୟବସ୍ଥା, ନିର୍ଦ୍ଧୁମ ଖରାରେ ଗ୍ରାହକ, ସମାଧାନ ପାଇଁ କର୍ତ୍ତୁପକ୍ଷଙ୍କ ଚିନ୍ତା ନାହିଁ
ହାଟଡ଼ିହି (ବିକାଶ ବିଶ୍ୱାଳ): ଏବେ ସରକାର ବ୍ୟାଙ୍କ ଗୁଡିକ ମାଧ୍ୟମରେ ସମସ୍ତ ନେଣଦେଣ କାର୍ଯ୍ୟକାରୀ କରୁଥିବାବେଳେ କିନ୍ତୁ ବ୍ୟାଙ୍କର ଅବ୍ୟବସ୍ଥା ଯୋଗୁଁ ସାଧାରଣ ଗ୍ରାହକମାନେ ନାହିଁ ନଥିବା
Read more



