ପଞ୍ଚାୟତ ରେ ମଦ ବିକ୍ରି କୁ ବିରୋଧ ପଲ୍ଲୀ ସଭାରେ କଠୋର ନିଷ୍ପତ୍ତି ତହସିଲଦାର ଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଦାବି ପତ୍ର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଆମ୍ବଗାଁ ପଞ୍ଚାୟତ ଆମ୍ବଗାଁ ଗ୍ରାମରେ ମଦ ବିକ୍ରି କୁ ବନ୍ଦ କରିବା ଉଦ୍ୟେଶ ରେ ଗ୍ରାମବାସୀ ନେଇଛନ୍ତି
Read more


