ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ‘ତ୍ୟାଗଭୂମି ପ୍ରତିଭା’ ଓ କବି ଶ୍ରୀଦେବଙ୍କୁ ‘ବିଷ୍ଣୁସେଠୀ କବିତା-ବାଗ୍ମିତା’ ସମ୍ମାନ
ବାଲେଶ୍ୱର, (ସରୋଜ ପଣ୍ଡା):ଭଦ୍ରକ ଅସ୍ମିତାର ପ୍ରତୀକ ‘ତ୍ୟାଗଭୂମି’ ମହୋତ୍ସବ ଆନୁକୂଲ୍ୟରେ ଅନୁଷ୍ଠିତ ଉଦ୍ଯାପନୀ ସନ୍ଧ୍ୟାରେ ସ୍ୱର୍ଗତ କବି ‘ବିଷ୍ଣୁ ସେଠୀ ମଞ୍ଚ’ରେ ‘ତ୍ୟାଗଭୂମି’ର ଉପଦେଷ୍ଟା ପର୍ଶୁରାମ ଦ୍ୱିବେଦୀଙ୍କ
Read more


