ପଲେଇ ପ୍ରାଥମିକ କୃଷି ସମବାୟ ସମିତିରେ ଅର୍ଥ ଆତ୍ମସାତକାରୀଙ୍କୁ ପୁନଃନିଯୁକ୍ତି ପ୍ରତିବାଦରେ ସମବାୟ ସମିତି ସମୁହର ସହକାରୀ ନିବନ୍ଧକଙ୍କୁ ଦାବିପତ୍ର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ଡେରାବିଶି ବ୍ଲକ ଅନ୍ତର୍ଗତ ପଲେଇ ପ୍ରାଥମିକ କୃଷି ସମବାୟ ସମିତିରେ ଅର୍ଥ ଆତ୍ମସାତକାରୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରାଯାଇଥିବାରୁ ତାହାର
Read more


