ବନ୍ତ ଜୁନିୟର କଲେଜରେ ବିଜ୍ଞାନ ଟପର ହେଲେ ଶୁଭସ୍ମୀତା

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଅଁରା ପଞ୍ଚାୟତ ମଧୁରଗଡିଆ ଗ୍ରାମର ଶୁଭସ୍ମୀତା ଦାସ ବନ୍ତ ଜୁନିୟର କଲେଜର ଯୁକ୍ତ୨ ବିଜ୍ଞାନ ବିଭାଗରେ ଟପର ହୋଇଥିବା ଜଣାଯାଇଛି ।

Read more

Advertisement

ଏବେ ଏବେ