ବାର୍ଦ୍ଧକ୍ୟ ଭତ୍ତା ଦ୍ୱାରରେ ପହଞ୍ଚାଇବା ପ୍ରତିଶ୍ରୁତି ଦେଇ ଭୋଟ ଭିକ୍ଷା କରୁଛନ୍ତି ସ୍ଵାଧୀନ ବିଧାୟକ ପ୍ରାର୍ଥୀ ସାମ୍ବାଦିକ ଅମୋଦ ବର୍ଦ୍ଧନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀ ପାଇଁ ବିଜେପି, ବିଜେଡି, କଂଗ୍ରେସ ହାଇ ଭୋଲଟେଜ ନିର୍ବାଚନ ପ୍ରଚାର ପ୍ରସାରରେ ନିଜ ଦମ୍ ଦେଖାଉଛନ୍ତି ।
Read more


