ରାଇକିଆ ବିନ୍‌ସ ଓ ଫୁଲକୋବି ଚାହିଦା ଅଛି, ବାହାରକୁ ପଠାଇବାର ସୁବିଧା ନାହିଁ

ରାଇକିଆ, (ପ୍ରଦୀପ କୁମାର ବେହେରା):କନ୍ଧମାଳରେ ବାଇଗଣ, ବିନ୍‌ସ, ଭେଣ୍ଡି ଓ ଜହ୍ନି ଭଲ ଉତ୍ପାଦିତ ହୋଇଥାଏ। ଏହି ସମୟରେ ବିନ୍‌ସ୍ ଓ ଫୁଲକୋବି ବେଶି ଉତ୍ପାଦିତ ହୋଇଥାଏ।

Read more

Advertisement

ଏବେ ଏବେ