ବିଶ୍ୱକପ ହକି ମାନିଆ ଯଶୋଦା ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ, (ବିନୋଦ ପଲାଇ):ଓଡ଼ିଶାରେ ଚଳିତ ମାସ ଜାନୁଆରୀ ୧୩ ତାରିଖରୁ ହେବାକୁ ଥିବା ବିଶ୍ୱକପ ହକିକୁ ମାନିଆ ଦେଖାଯାଇଛି। ଯାହାର ପ୍ରଭାବ ଗଞ୍ଜାମ ସହରରେ ଦେଖିବାକୁ ମିଳିଛି।

Read more

Advertisement

ଏବେ ଏବେ