ବ୍ରହ୍ମକମଳ ଫୁଲ ଜଗନ୍ନାଥ ମନ୍ଦିରରେ ଅର୍ପଣ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସି ଅନ୍ତର୍ଗତ ପାତ୍ରସାହି ବାସିନ୍ଦା ବୈରାଗୀ ଜେନା ଙ୍କ ବଗିଚାରେ ବିରଳ ବ୍ରହ୍ମକମଳ ଫୁଲ ଫୁଟିଥିବା ପରିଲକ୍ଷିତ ହୋଇଛି।

Read more

Advertisement

ଏବେ ଏବେ