ବ୍ଲକରେ ବିହନ ବଣ୍ଟନ କାର୍ଯ୍ୟକ୍ରମ

ଯୋଡା, (ସମୀର କୁମାର ଦାସ) :-କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକରେ କୃଷି ବିଭାଗ ପକ୍ଷରୁ ବିଭିନ୍ନ ପଞ୍ଚାୟତ ନିମନ୍ତେ ବିହନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Read more

Advertisement

ଏବେ ଏବେ