ମଠକପୁଣ୍ଡି ଖେଳ ପଡିଆ ନିକଟରୁ ସମ୍ବର ଉଦ୍ଧାର

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ଆଜି ଦିନ ଦୁଇଟାବେଳେ ମଠକପୁଣ୍ଡି ଖେଳ ପଡିଆ ନିକଟରୁ ଏକ ସମ୍ବରକୁ ଉଦ୍ଧାର କରି ସ୍ଥାନୀୟ ଲୋକମାନେ ଜଂଗଲ ବିଭାଗକୁ ହସ୍ତାନ୍ତର କରିଛନ୍ତି

Read more

Advertisement

ଏବେ ଏବେ