ମମିତା ଭଳି ମାନସ: ହତ୍ୟା ପଛର କାରଣ ଅଶ୍ଳୀଳ ଭିଡିଓ : ମାନସ ହତ୍ୟାର ଗୁମର ଖୋଲୁଛି, ମମିତାର ଲୁଚିଗଲା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :ବହୁ ଚର୍ଚ୍ଚିତ କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପରେ ଏବେ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଜୋର୍
Read more


