ମାସ୍କ ନପିନ୍ଧି ଥିବାରୁ ଜୋରିମାନା ଆଦାୟ

ନାଉଗାଁ, (ଓ୍ବାଇଏନ୍ଏସ୍):ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାର ଗୁରୁତ୍ୱକୁ ଉପଲବ୍ଧି କରି ସରକାରଙ୍କ ପକ୍ଷରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

Read more

Advertisement

ଏବେ ଏବେ