ମୟୂରଭଞ୍ଜ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲରେ କ୍ୟାରିୟର କାଉନସେଲିଂ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ମହାରାଜପୁର ସ୍ଥିତ ମୟୂରଭଞ୍ଜ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲରେ କ୍ୟାରିୟର କାଉନସେଲିଂ ବିଦ୍ୟାଳୟର ଅଧ୍ୟକ୍ଷା ମିସ ଦେବାଶ୍ରୀତା ବିଶ୍ଵାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି.
Read more