ରାଷ୍ଟ୍ରୀୟ ଶିଳ୍ପକୁ ଘରୋଇ ମାଲିକାନା ହାତକୁ ବିକ୍ରି କରିଦେବା ବିକାଶ ନୁହଁ :ମାନବ ଅଧିକାର ସୁରକ୍ଷା ମଞ୍ଚ
ବ୍ରହ୍ମପୁର,(ଅନିଲ କୁମାର):ଗଞ୍ଜାମ ଜିଲ୍ଲାର ମୁଖ୍ୟ ବାଣିଜ୍ୟ କାରବାର କେନ୍ଦ୍ର ଗୋପାଳପୁର ବନ୍ଦରକୁ ବର୍ତମାନର ବିଜେପି ସରକାର ଅଦାନୀ କମ୍ପାନୀ ହାତକୁ ଟେକିଦେବାକୁ ମାନବ ଅଧିକାର ସୁରକ୍ଷା ମଞ୍ଚ
Read more


