ରାସ୍ତାକାମକୁ ନେଇ ଭାତକରୁଆରେ ଉତ୍ତେଜନା 

ହାଟଡିହି,(ଓ୍ବାଇଏନ୍ଏସ୍) : ରାସ୍ତା ନିର୍ମାଣକୁ କେନ୍ଦ୍ରକରି ଭାତକରୁଆ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ସହ ଗୋଷ୍ଠୀ ସଂଘର୍ଷ ଘଟିଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି ।

Read more

Advertisement

ଏବେ ଏବେ